ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ୍‌ ବୋର୍ଡ ଗଠନ: ଷ୍ଟାଫ୍ ସିଲେକସନ୍‌ କମିସନ୍‌ ହାତରୁ ଗଲା ଦାୟିତ୍ବ

ସ୍ବଚ୍ଛତା ନେଇ ଉଠିଲା ପ୍ରଶ୍ନ,ବୋର୍ଡରେ ନାହାନ୍ତି ଅଣପୁଲିସ ଅଧିକାରୀ କଟକ : ରାଜ୍ୟରେ ଦୀର୍ଘବର୍ଷ ଧରି ପୁଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷାରେ ପରିବର୍ତ୍ତନ ଘଟିଛି। ୧୯୯୪ ପରଠାରୁ ଓଡ଼ିଶା ଷ୍ଟାଫ୍ ସିଲେକସନ କମିସନ (ଓଏସଏସସି) ପୁଲିସ ଏସ୍‌ଆଇ ପରୀକ୍ଷା କରି ଆସୁଥିବା ବେଳେ ଚଳିତ ବର୍ଷ ଏହି ଦାୟିତ୍ବ ପୁଣି ଏକପ୍ରକାର ସଂପୂର୍ଣ୍ଣ ଭାବେ ପୁଲିସ ବିଭାଗ ହାତକୁ ଚାଲିଆସିଛି। ଓଡ଼ିଶା ଷ୍ଟାଫ୍ ସିଲେକସନ୍‌ କମିସନ୍‌ ପରୀକ୍ଷା ପରିଚାଳନାରେ ବିଳମ୍ବ, … Continue reading ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ୍‌ ବୋର୍ଡ ଗଠନ: ଷ୍ଟାଫ୍ ସିଲେକସନ୍‌ କମିସନ୍‌ ହାତରୁ ଗଲା ଦାୟିତ୍ବ